Home About us Our Team Information Events Gallery Contact us
logo

Mr. Adhiraj Mohan Panigrahi

Hon'ble MLA, Khariar
minister
Event Image

01

Nov

Khadial Mahotsav 2027 Preparatory Meeting

ଖଡ଼ିଆଳ ମହୋତ୍ସବ-୨୦୨୭ ପାଇଁ ପ୍ରସ୍ତୁତି ବୈଠକ, ନୂତନ କମିଟି ଗଠିତ ଖଡ଼ିଆଳ, ୧ ନଭେମ୍ବର: ଖଡ଼ିଆଳ ମହୋତ୍ସବ-୨୦୨୭ ଆୟୋଜନ ନିମନ୍ତେ ଖଡ଼ିଆଳ ମହୋତ୍ସବ ପାଳନ ସମିତି ପକ୍ଷରୁ ରବିବାର ଦିନ ସ୍ଥାନୀୟ PWD ବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମିତିର ସଦସ୍ୟ, ପଦାଧିକାରୀ ଓ ପରାମର୍ଶଦାତାଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗଦେଇଥିଲେ। ବୈଠକରେ ଆଗାମୀ ଖଡ଼ିଆଳ ମହୋତ୍ସବ-୨୦୨୭ର ତାରିଖ ନିର୍ଦ୍ଧାରଣ କରାଯିବା ସହ ମହୋତ୍ସବର ସୁପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ଶ୍ରୀ ଅଧିରାଜ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ପୃଥ୍ୱୀ ମହାନ୍ତି ଏବଂ ଉପସଭାପତି ଭାବେ ଡଃ ସୁଶାନ୍ତ ବିଶି ଓ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା ମନୋନୀତ ହୋଇଛନ୍ତି। ଖଡ଼ିଆଳର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର-ପ୍ରସାର ସହ ମହୋତ୍ସବକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।

Event Image

02

Feb

STAGE PUJA KHADIAL MAHOTSAV-2025

Event Image

02

Feb

Last Preparation Meeting

Last Preparation Meeting for Khadial Mahotsav 2025 on the RAJA AT ground.

Event Image

20

Jan

Website Lunch Event

Website Lunch Event of Khadial Mahotsav in the presence of Hon'ble MLA, Khariar Mr. Adhiraj Mohan Panigrahi.

Event Image

22

Dec

Khadial Mahotsav 2025

ଖଡ଼ିଆଳ ମହୋତ୍ସବ ଶୁଭସ୍ଥମ୍ଭ ସ୍ଥାପନ : ଆସନ୍ତା ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଖଡ଼ିଆଳ ର ବିଲୁପ୍ତ ଲୋକକଳା, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ର ପୁନରୁଦ୍ଧାର ପାଇଁ ଆୟୋଜିତ ହେବାକୁ ଯାଉଛି ।